ଆଜି ଓଡ଼ିଶା ଆସୁଛନ୍ତି ମିଛୁଆ ମୋଦି

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେଣୁ କଟକ କିଲା ବଲିଯାତ୍ରା ଉପର ପଡ଼ିଆରେ ହେଉଛି ବିରାଟ ସମାବେଶ। ଏନ୍‌ଡିଏ ସରକାରର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେବେ ମୋଦି। ଏଥିପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଭୁବନେଶ୍ୱରରେ ମୋଦି ପହଞ୍ଚିବା ପରେ ସେଠାରୁ ହେଲିକପ୍ଟରରେ କଟକ ଯିବେ। ମୋଦିଙ୍କ ଗସ୍ତ … Continue reading ଆଜି ଓଡ଼ିଶା ଆସୁଛନ୍ତି ମିଛୁଆ ମୋଦି